31.1 C
Bhubaneswar
Monday, May 25, 2026
Homeଓଡିଶାରାଜନୈତିକ ଅଭିସନ୍ଧି ସପକ୍ଷରେ ନୁହେଁ: ସୌମ୍ୟ

ରାଜନୈତିକ ଅଭିସନ୍ଧି ସପକ୍ଷରେ ନୁହେଁ: ସୌମ୍ୟ

ଭୁବନେଶ୍ୱର: ବିଜୁ ଲିଗାସୀ ନେଇ ସୌମ୍ୟ ରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ସାହସ ଓ ରାଜ୍ୟ ପ୍ରେମ ବାଣ୍ଟିବା । ରାଜନୈତିକ ଅଭିସନ୍ଧି ରଖି ଏହାକୁ ବ୍ୟବହାର କରିବା ସପକ୍ଷରେ ମୁଁ ନୁହେଁ । ଦଳ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ ହେବା କଥା କିଏ କହିଲା, ମୁଁ ଜାଣିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking