34.1 C
Bhubaneswar
Thursday, March 20, 2025
Homeଓଡିଶା୨୫ ମିନିଟ ଲାଇନ୍ ନଆସିବା ଦାୟିତ୍ୱହୀନତା

୨୫ ମିନିଟ ଲାଇନ୍ ନଆସିବା ଦାୟିତ୍ୱହୀନତା

କଟକ: ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣା । ପୂର୍ବତନ ଓସିଏ କୋଷାଧ୍ୟକ୍ଷ ବିଶ୍ୱନାଥ ମୁଖାର୍ଜୀଙ୍କ ପ୍ରତିକ୍ରିୟା । ଲାଇନ୍ ଯିବେ ଯାନ୍ତ୍ରିକ ତୃଟି ହୋଇପାରେ । ହେଲେ ୨୫ ମିନିଟ ଲାଇନ୍ ନଆସିବା ଦାୟିତ୍ୱହୀନତା । ରାଜ୍ୟ ସରକାର ନୋଟିସ ଦେଲେ କଣ ହେବ, ସରକାର ନିଜେ ତ ଆୟୋଜନର ସମୀକ୍ଷା କରିଥିଲେ । ସମ୍ପାଦକ କ୍ଷମାପ୍ରାର୍ଥନା କରିଛନ୍ତି, ଆବଶ୍ୟକ ମଧ୍ୟ ଥିଲା । ଭାରତ ପାକିସ୍ତାନ ସବୁଆଡେ ଏହା ଆଲୋଚନା ବଢିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking