33.1 C
Bhubaneswar
Monday, October 12, 2026
Homeଦେଶ ବିଦେଶପ୍ରତିବାଦ ପାଇଁ ଜନ୍ତରମନ୍ତର ମନା: ଗୃହ ମନ୍ତ୍ରଣାଳୟ

ପ୍ରତିବାଦ ପାଇଁ ଜନ୍ତରମନ୍ତର ମନା: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହୁଥିବା ବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ମଧ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରତିବାଦ ସ୍ଥାନ ତାଲିକାରୁ ଜନ୍ତରମନ୍ତର କୁ ହଟାଇ ଦେଇଛି । ଗୃହ ମନ୍ତ୍ରଣାଳୟ ଅନୁସାରେ, ଦିଲ୍ଲୀରେ ପ୍ରତିବାଦ ପାଇଁ ନୂତନ ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଛି । ପୂର୍ବ ଦିଲ୍ଲୀର ରାମଲୀଳା ମୈଦାନ, ବୁରାରୀ ମୈଦାନ ଏବଂ ସିବିଡି ମୈଦାନକୁ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । । ଜନ୍ତରମନ୍ତରକୁ ପ୍ରଦର୍ଶନ ସ୍ଥାନ ଭାବରେ ନାମିତ କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking