32.2 C
Bhubaneswar
Saturday, May 17, 2025
Homeଅପରାଧପୁଣି ଘୁଂଚିଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଫାଶୀ

ପୁଣି ଘୁଂଚିଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଫାଶୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ଵନ ଗୁପ୍ତା ଦ୍ୱାରା ନିଜକୁ ‘ବାଳ ଅପରାଧୀ’ ଦର୍ଶାଇ କୋହଳ ଦାବି ମାମଲାର ପୁନର୍ବିଚାର ପାଇଁ ଆଗତ ମାମଲାକୁ ଫାଶୀର ଦିନକ ପୂର୍ବରୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ପରବର୍ତୀ ନିର୍ଦେଶ ଯାଏ ଘୁଂଚିଲା ଫାଶୀ ତାରିଖ ଫ୍ରେବୁୟାରୀ ୧ ରେ ହେବାକୁ ଥିବା ଫାଶୀ କୁ ଘୁଞ୍ଚାଇ ଦିଆଯାଇଛି ।ଦ୍ୱିତୀୟ ଥର ପାଇଁ ପୁଣି ଡେଥ ୱାରେଣ୍ଟ କୁ ଖୋଲା ଖୋଲି ଚାଲେଞ୍ଜ କରିଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ।ପଦ୍ମ ଘୁଂଚି ଘୁଂଚି ଯାଉଥିବା ପରି ନିର୍ଭୟା ମାମଲାରେ ମଧ୍ୟ ଫାଶୀ ବାରମ୍ବାର ଘୁଂଚିବାର ଦେଖାଯାଉଛି ।ବାରମ୍ବାର ଆଇନ ର ଗଲା ବାଟ ଦେଇ ଦୋଷୀ ମାନେ ଫାଶୀ ବଂଚିବାର ଚେଷ୍ଟା କାୟମ ରଖିଛନ୍ତି ।ସାରା ଦେଶ ଏହି ଖବର ଉପରେ ନଜର ରଖିଥିବା ବେଳେ ପୁଣି କୋର୍ଟ ରୁ ଆସିଲା ତାରିଖ । ପୁଣି ଟଳିଲା ଫାଶୀ ତାରିଖ ।
https://onakhabar.com/2020/01/31/nirbhaya-case-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking