34.1 C
Bhubaneswar
Thursday, March 20, 2025
Homeଓଡିଶାନୂଆ ଭାଇରସ ଗୁଲେନବାରି  ସିଣ୍ଡ୍ରମ

ନୂଆ ଭାଇରସ ଗୁଲେନବାରି  ସିଣ୍ଡ୍ରମ

ଭୁବନେଶ୍ୱର : ନୂଆ ଭାଇରସ ଗୁଲେନବାରି  ସିଣ୍ଡ୍ରମକୁ ନେଇ  ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି ।  ଏହି ବାବଦରେ  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା  ରଖିଛନ୍ତି । ବିଭିନ୍ନ ରାଜ୍ୟରେ  ଗୁଲେନବାରି ସିଣ୍ଡ୍ରୋମ ବ୍ୟାପୁଛି । ଏହି ଭାଇରସ ଜଳବାହିତ ।  ଏଥିରେ ରୋଗୀକୁ ଦୁର୍ୱଳ ଲାଗିବା ସହ ପାରାଲିସିସ ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ର , ଗୁଜୁରାଟ , ପଶ୍ଚିମବଙ୍ଗ ରେ  ଭାଇରସ ଚିହ୍ନଟ ହୋଇଛନ୍ତି  ।  ଓଡିଶାରେ ଗୁଲେନବାରି ସିଣ୍ଡ୍ରୋମର କେହି ରୋଗୀ ଚିହ୍ନଟ ହୋଇନାହାନ୍ତି । ଆହୁରି କହିଛନ୍ତି କେନ୍ଦ୍ରରୁ ଗାଇଡଲାଇନ ଆସିନି । ଆସିଲେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking