ଭୁବନେଶ୍ୱର : ବିଜୟ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ସ୍ୱତନ୍ତ୍ର ସଚିବ ଦାୟିତ୍ୱ ନ୍ୟସ୍ତ କଲେ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଲା ।