30.1 C
Bhubaneswar
Tuesday, May 5, 2026
Homeଓଡିଶାଆସିବ ନୂଆ କୃଷି ନୀତି : ଉପ ମୁଖ୍ୟମନ୍ତ୍ରୀ

ଆସିବ ନୂଆ କୃଷି ନୀତି : ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି  ନିଆଯିବ  ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂଦେଓ । ନୂଆ କୃଷି  ନୀତି ସହ ଜୈବିକ କୃଷିକୁ  ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଉତ୍ପାଦିତ  ସାମଗ୍ରୀକୁ  ବୈଦେଶିକ  ବଜାରକୁ ପଠାଯିବ । ଚାଷୀଙ୍କୁ  ନିରନ୍ତର ଜଳସେଚନ  ସୁବିଧା ମିଳିବା ଜରୁରୀ ଅଟେ ।  ଚାଷୀଙ୍କ ଉତ୍ପାଦନ ବଢିବା ସହ ଆୟ ବୃଦ୍ଧି ପାଇବ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking