29.1 C
Bhubaneswar
Saturday, July 27, 2024
Homeଓଡିଶା୨୩ରୁ ଆରମ୍ଭ ହେବ ନାଟମଣ୍ଡବ ମରାମତି କାମ

୨୩ରୁ ଆରମ୍ଭ ହେବ ନାଟମଣ୍ଡବ ମରାମତି କାମ

ପୁରୀ : ଆସନ୍ତାକାଲିଠାରୁ ନାଟମଣ୍ଡପରେ ଫାଟ ଥିବା ବିମ୍ ମରାମତି କାମ । ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡନାୟକଙ୍କ ସୂଚନା । ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ, ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ । କୌଣସି ଅଘଟଣ ହେଲେ, ସ୍ଥିତି ଦେଖି ସମସ୍ତ ସଯୋଗରେ କାମ ଚାଲିବ ।

ତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking