29.1 C
Bhubaneswar
Saturday, July 27, 2024
Homeଓଡିଶାନାଟମଣ୍ଡପ ମରାମତି ମାମଲା

ନାଟମଣ୍ଡପ ମରାମତି ମାମଲା

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଵିମ ତୁରନ୍ତ ମରାମତି ନେଇ ମିସକେସ | ଆମିକଶକ୍ୟୁରୀଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟରେ ମିସକେସ | ନାଟମଣ୍ଡପ ଵିମ ବିପଦସଂକୁଳ ଅବସ୍ଥାରେ ଥିବା ରିପୋର୍ଟ କରିଥିଲେ | ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଆଶଙ୍କା କରିଥିଲେ ଆମିକଶକ୍ୟୁରୀ | ତୁରନ୍ତ ମରାମତି କରିବା ନେଇ ଏଏସଆଇଙ୍କୁ ନିର୍ଦେଶ ପାଇଁ ଆବେଦନ | ମରାମତି ଅଗ୍ରଗତି ନେଇ ପ୍ରତିମାସରେ ସତ୍ୟପାଠ ନିର୍ଦେଶ ଆବେଦନ |

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ଜେଲ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking