27.8 C
Bhubaneswar
Saturday, June 13, 2026
Homeଦେଶ ବିଦେଶଅଶାନ୍ତିକୁ ରୋକିବାପାଇଁ ଗୁଳି ଚଳାଇବାକୁ ନିର୍ଦ୍ଦେଶ : ଦୂତାବାସ

ଅଶାନ୍ତିକୁ ରୋକିବାପାଇଁ ଗୁଳି ଚଳାଇବାକୁ ନିର୍ଦ୍ଦେଶ : ଦୂତାବାସ

ଢାକା : ଜୁଲାଇ ୨୧ରେ ବାଂଲାଦେଶ ସୁପ୍ରିମକୋର୍ଟ ବିବାଦୀୟ ସରକାରୀ ଚାକିରୀ କୋଟାକୁ ମାପଚୁପ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲେ ଯେଉଁଠାରେ ଏପର‌୍ୟ୍ୟନ୍ତ ୧୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ବାଂଲାଦେଶ କର୍ତ୍ତୃପକ୍ଷ ଅଶାନ୍ତିକୁ ଦୂର କରିବା ପାଇଁ ସୁରକ୍ଷା ବାହିନୀକୁ ଗୁଳି ଚଳାଇବା ନିର୍ଦ୍ଦେଶ ଦେଇଥିଲେ।ନ ତେବେ ଢାକାରେ ଥିବା ଆମେରିକାର ଦୂତାବାସ କହିଛି ଯେ ଏହି ଘଟଣା ବିରୋଧରେ ସାରା ଦେଶରେ ସମ୍ଭବତ ହଜାରେ ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking