33.3 C
Bhubaneswar
Friday, June 13, 2025
Homeଓଡିଶାହତ୍ୟା : ମା’ ପୁଅ ଗିରଫ

ହତ୍ୟା : ମା’ ପୁଅ ଗିରଫ

ନିଆଳି : ଯୁବକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ମାଆ, ପୁଅ ଗିରଫ । କବୁଚନ୍ଦ୍ରପୁର ଗାଁରେ ପ୍ରକାଶ ସାହୁଙ୍କ ହତ୍ୟା କରିଥିଲେ ମାଆପୁଅ । ଡିସେମ୍ବର ୩ରେ ପୂର୍ବଶତ୍ରୁତାକୁ ନେଇ ହତ୍ୟା କରିଥିଲେ ମାଆପୁଅ । ଡିସେମ୍ବର ୮ରେ ପାଣି ଭିତରୁ ଅଖା ବସ୍ତାରେ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking