29.1 C
Bhubaneswar
Saturday, July 27, 2024
Homeଓଡିଶାଯନ୍ତ୍ରୀ ଓ ପତ୍ନୀଙ୍କୁ ଜେଲ୍ ଦଣ୍ଡ

ଯନ୍ତ୍ରୀ ଓ ପତ୍ନୀଙ୍କୁ ଜେଲ୍ ଦଣ୍ଡ

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦମ୍ପତିଙ୍କୁ ସଜା । ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକ ଓ ପତ୍ନୀଙ୍କୁ ଦଣ୍ଡାଦେଶ । ଉମରକୋଟ ଆରଡବ୍ଲ୍ୟୁ ଡିଭିଜନ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକ । ସୀମାଦ୍ରିଙ୍କୁ ୩ ବର୍ଷ ଜେଲ ଓ ପତ୍ନୀଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ । ଦମ୍ପତିଙ୍କୁ ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ହତ୍ୟା : ମା’ ପୁଅ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking