ହତ୍ୟା : ମା’ ପୁଅ ଗିରଫ

ନିଆଳି : ଯୁବକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ମାଆ, ପୁଅ ଗିରଫ । କବୁଚନ୍ଦ୍ରପୁର ଗାଁରେ ପ୍ରକାଶ ସାହୁଙ୍କ ହତ୍ୟା କରିଥିଲେ ମାଆପୁଅ । ଡିସେମ୍ବର ୩ରେ ପୂର୍ବଶତ୍ରୁତାକୁ ନେଇ ହତ୍ୟା କରିଥିଲେ ମାଆପୁଅ । ଡିସେମ୍ବର ୮ରେ ପାଣି ଭିତରୁ ଅଖା ବସ୍ତାରେ ମୃତଦେହ ମିଳିଥିଲା । ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି