27.1 C
Bhubaneswar
Sunday, July 13, 2025
Homeଓଡିଶାସିବିଆଇ କୋର୍ଟରେ ଇଡି ଡେପୁଟି ଡାଇରେକ୍ଟରଙ୍କ ଜାମିନ୍ ଆଦେବନ ଖାରଜ

ସିବିଆଇ କୋର୍ଟରେ ଇଡି ଡେପୁଟି ଡାଇରେକ୍ଟରଙ୍କ ଜାମିନ୍ ଆଦେବନ ଖାରଜ

ଭୁବନେଶ୍ୱର: ସିବିଆଇ କୋର୍ଟରେ ଇଡି ଡେପୁଟି ଡାଇରେକ୍ଟରଙ୍କ ଜାମିନ୍ ଆଦେବନ ଖାରଜ । ଉଚ୍ଚ ପଦସ୍ଥ ସରକାରୀ  ହୋଇଥିବାରୁ ଜାମିନ ମିଳିଲେ ସାକ୍ଷୀ ପ୍ରମାଣ ପ୍ରଭାବିତ ହୋଇପାରେ । ଏଭଳି କାରଣ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମେ ୨୯ ତାରିଖରେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking