24.1 C
Bhubaneswar
Tuesday, February 18, 2025
Homeଓଡିଶାରାଜଧାନୀରେ ଯୁବକଙ୍କୁ ହତ୍ୟା

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ ଛେଚି ନୃଶଂସ ଭାବରେ ହତ୍ୟା କରାଯାଇଥିବା ଜଣାପଡିଛି । ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ କ୍ୟାପିଟାଲ ଥାନାରେ ଜଣେ ଅଟକ ରହିଛି । ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ । କେତେବେଳେ ଲୁଟେରା  ଯିବା ସମୟରେ ଆକ୍ରମଣ କରୁଛନ୍ତି ତ ପୁଣି କେତେବେଳେ ରାସ୍ତାରେ ଅଟକାଇ ଆକ୍ରମଣ କରୁଛନ୍ତି ।  ରାଜଧାନୀରେ  ଅପରାଧ ବଢି ଚାଲିଛି । କଟକ-ଭୁବନେଶ୍ୱରରେ ଅପରାଧ ରୋକିବାକୁ କମିଶନରେଟ୍ ପୁଲିସ ଗଢାଯାଇଥିବା ବେଳେ, ଅପରାଧ ରୋକିବାରେ ପୁଲିସର ବିଫଳତା ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ଚିନ୍ତା ବଢାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking