33.1 C
Bhubaneswar
Sunday, April 28, 2024
Homeଓଡିଶାଅଧିକ ଟେଷ୍ଟିଂରୁ ଅଧିକ ପଜିଟିଭ

ଅଧିକ ଟେଷ୍ଟିଂରୁ ଅଧିକ ପଜିଟିଭ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଅଧିକ ଟେଷ୍ଟିଂ କଲେ ଅଧିକ ପଜିଟିଭ ବାହାରୁଛି । ଥ୍ରି-ଟି ଫର୍ମୁଲା ଉପଯୋଗୀ । ହୋମ ଆଇସୋଲେସନ ସୁବିଧା ନଥିଲେ କୋଭିଡ କେୟାର ଯିବାକୁ ସେ ପରାମର୍ଶ ଦେଇଛନ୍ତି । ବର୍ତମାନ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ଅଧିକାଂଶ ଲକ୍ଷଣ ବିହୀନ । ରାଜ୍ୟ ସରକାର କୋଭିଡ ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି । ବର୍ତମାନ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରୁ ୮୭୯ ପଜିଟିଭ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ସଂକ୍ରମଣ ଆହୁରି ବଢିବ । ହେଲେ ସରକାର ଏସବୁ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking