26.1 C
Bhubaneswar
Sunday, May 3, 2026
Homeଓଡିଶାମୋକିମଙ୍କୁ ମିଳିବ ଗୁରୁ ଦାୟିତ୍ୱ : ଭକ୍ତ ଦାସ

ମୋକିମଙ୍କୁ ମିଳିବ ଗୁରୁ ଦାୟିତ୍ୱ : ଭକ୍ତ ଦାସ

ଭୁବନେଶ୍ୱର : ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ୱ ମିଳିବ କହିଛନ୍ତି କଂଗ୍ରେସର ପିସିସି ସଭାପତି ଭକ୍ତ ଦାସ । ମୋକିମ ଜଣେ ଦକ୍ଷ ନେତା କହିଛନ୍ତି ଭକ୍ତ ଦାସ । ଆଗାମୀ ଦିନରେ ମୋକିମଙ୍କୁ ମିଳିବ ବଡ ଦାୟିତ୍ୱ । ମୋକିମଙ୍କ ଭଳି ସଂଗଠକ କଂଗ୍ରେସରେ ବିରଳ । ଭକ୍ତ ଦାସ କହିଛନ୍ତି , ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ । ଏକାଠି ହୋଇ ସମସ୍ତେ ଚାଲିବା । ବିପ୍ଳବ ଆଣିବ କଂଗ୍ରେସ , ଯୁବପିଢି କଂଗ୍ରେସର ଭବିଷ୍ୟତ ଅଟେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking