ଭୁବନେଶ୍ୱର: ଓଏସଏସଏସସି ଆରଆଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ମୋ ବସ୍ ଚାଲିବ । ଆସନ୍ତା ୨୯ ତାରିଖ ଓଏସଏସଏସସି ଆରଆଇ ପରୀକ୍ଷା ପାଇଁ ବସ ଚାଲିବ । ପରୀକ୍ଷାର୍ଥୀଙ୍କ ଯାତାୟାତକୁ ସହଜ କରିବା ପାଇଁ କ୍ରୁଟ ପକ୍ଷରୁ ବ୍ୟବସ୍ଥା କରାଯିବ । ରୁଟ ନମ୍ବର ୧୬,୧୭, ୧୮,୧୯, ୫୦ ଓ ୭୦ରେ ଚାଲିବ ମୋ ବସ୍ ।