26.1 C
Bhubaneswar
Sunday, March 23, 2025
Homeଓଡିଶାପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ଟାର୍ଗେଟ

ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ଟାର୍ଗେଟ

ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଟାର୍ଗେଟ୍‌ରେ ପୂର୍ବ ସରକାର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ପକ୍କାଘର ଦେବା ପ୍ରସଙ୍ଗରେ ସମାଲୋଚନା କରି କହିଛନ୍ତି, ବିଗତ ସରକାର ଗରିବ ଲୋକଙ୍କୁ ଠକୁଥିଲେ । ପଞ୍ଜୀକରଣ ପରେ ବି ଲୋକଙ୍କୁ ମିଳୁନଥିଲା ଘର । ପକ୍କାଘର ଦେବାରେ ହେଉଥିଲା ପାତରଅନ୍ତର । ଆମେ ଅନ୍ତୋଦ୍ୟୋୟ ଦୃହ ଯୋଜନା ଆଣିଛୁ । ସବୁ ଲୋକଙ୍କ ପକ୍କାଘର ସ୍ୱପ୍ନ ପୂରଣ ହେବ । ପ୍ରାୟ ୬ ଲକ୍ଷ ଲୋକଙ୍କ ତାଲିକା ଆମେ କରିଛୁ । ନିର୍ବାଚନ ପୂର୍ବରୁ ଏହି ସବୁ ଘରକୁ ସଂପୂର୍ଣ୍ଣ କରିବୁ । ବିଜେଡି ଭଳି ନିର୍ବାଚନ ବେଳେ ଘୋଷଣା କରି ବାହାବା ନେବୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking