34.1 C
Bhubaneswar
Thursday, April 25, 2024
Homeଅପରାଧତୀରମାଡ଼ରେ ସୁପରଭାଇଜର ଆହତ

ତୀରମାଡ଼ରେ ସୁପରଭାଇଜର ଆହତ

ମୟୂରଭଞ୍ଜ(ଘାସିରାମ ବେହେରା)- ଦୁର୍ବୃତ୍ତଙ୍କ ତୀରମାଡରେ ଠିକାଦାରଙ୍କ ସୁପରଭାଇଜର ଆହତ। ଥାନାରେ ଅଭିଯୋଗ।ଜଣାପଡ଼ିନି ଆକ୍ରମଣ ପଛର କାରଣ। ତେବେ ଆକ୍ରମଣ ପଛରେ ଚାନ୍ଦାଆଦାୟ ଏକ ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଆକ୍ରମଣକାରୀ ଦୁର୍ବୃତ୍ତ କୋଉ ନେତାଙ୍କ ସମର୍ଥକ ହୋଇଥାଇପାରନ୍ତି ତାକୁ ନେଇ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ଠିକାଦାର ପହଞ୍ଚି ଗୁରୁତର ଅବସ୍ଥାରେ ଆହତ ସୁପରଭାଇଜରଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧିନ ଭୋଳାଗଡ଼ିଆ ନିକଟରେ ଘଟିଛି। ଏଠାରେ ଚାଲୁଥିବା ସୁବର୍ଣ୍ଣରେଖା କେନାଲନିର୍ମାଣ କାର୍ଯ୍ୟ କ୍ୟାମ୍ପରେ ଶୁକ୍ରବାର କିଛି ଦୁର୍ବୁତ୍ତ ଚୋରୀ କରୁଥିବା ସମୟରେ ସେହି କ୍ୟାମ୍ପର ସୁପରଭାଇଜର ପ୍ରତିବାଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କୁ ମାରପିଟ କରିବା ସହିତ ତୀରମାଡ କରିଥିବା ମୋରଡ଼ା ଥାନାରେ ଆଜି ଅଭିଯୋଗ ହୋଇଛି। ଆହତ ସୁପରଭାଇଜର ଜଣକ ହେଲେ ଶୁଳିଆପଦା ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ରତନ କୁମାର ଗିରି(ବୟସ ୨୬), ଠିକାଦାରଙ୍କ କହିବା ଅନୁଯାୟୀ ଗତ ତା ୨୮/୦୮/୨୦୨୦ ରିଖ ଶୁକ୍ରବାର ରାତିରେ କ୍ୟାମ୍ପରେ କର୍ମଚାରୀମାନେ ଥିବା ସମୟରେ କିଛି ଦୁର୍ବୁର୍ତ୍ତ ମାରପିଟ କରିବା ସହ ସୁପରଭାଇଜରଙ୍କୁ ତୀରମାଡ଼ କରିଛନ୍ତି। ସୌଭାଗ୍ୟବଶତଃ ଲକ୍ଷ୍ୟଭ୍ରଷ୍ଟ ହୋଇ ତୀରଟି ସୁପରଭାଇଜରଙ୍କ ଡାହାଣ ହାତରେ ଲାଗିବାରୁ ଜୀବନ ବଞ୍ଚି ଯାଇଛି। ନଚେତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ନିଶ୍ଚିତ ଥିଲା ବୋଲି ମତପ୍ରକାଶ ପାଉଛି। ତେବେ ଘଟଣା ଘଟାଇ ଦୁର୍ବୁତ୍ତମାନେ ସେଠାରୁ ପଳାଇ ଯାଇଥିଲେ। ଆହତ ସୁପରଭାଇଜର ମାଲିକ ରାଜେନ୍ଦ୍ର ଗୁପ୍ତା ଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ରାତିରେ କ୍ୟାମ୍ପରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବାରିପଦାସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି କରାଇଥିଲେ। Babes are engulfing stripper dudes cocks eag Stud enjoys playing with a large ass Joseline Kelly loves getting her teen pussy eaten and fucked Stripper gets his hard dong delighted by chick A ballet slipper wearing whore gets plowed After interview busty babe fucked Amazing redhead babe with big boobs Jessica R fucks with Latina boy Juan Largo https://www.watchfreepornsex.com/tags/xxnx-india/ Naturally beautiful brunette in fishnets gives a great erotic solo show Pornstar wannabe teen wants to be famous Teen Jesse Parker Gets Spanked Hard Horny mom Saskia is interested in the young guy in towel Leaked Amateur Russian Sextape Porn cd xx porn

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking