28.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ : ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ : ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ

ମାଲକାନଗିରି : ପୁଣି ମାଓବାଦୀଙ୍କ ଉପଦ୍ରବ। ମହାରାଷ୍ଟ୍ର ଗଡ଼ଚିରଲୀରେ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ ଘଟାଇଲେ ମାଓବାଦୀ। ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ ମାଓବାଦୀ।ଏହି ଗାଡି ଗୁଡିକ ଭିତରେ ରହିଛି ୯ଟି ଟ୍ରାକ୍ଟର, ଦୁଇଟି ଜେସିବି ଏବଂ ଗୋଟିଏ ଗ୍ରେଡର । ଯାହାକୁ ଜାଳି ଦେଇଛନ୍ତି ମାଓବାଦୀ। ଏହାସହିତ ଘଟଣାସ୍ଥଳରେ ଲଗାଇଛନ୍ତି ମାଓ ବ୍ୟାନର ଏବଂ ପୋଷ୍ଟର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking