29.1 C
Bhubaneswar
Sunday, May 19, 2024
Homeଓଡିଶାମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ

ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ

କୋରାପୁଟ : ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ କଲେ ବିଏସଏଫ ଓ ଡିଭିଏଫ । ୪୦ କେଜି ଜିଲୋଟିନ, ବନ୍ଧୁକ ଓ ରବର ବୁଲେଟ୍ ଠାବ କରି ଜବତ କଲେ । କୋରାପୁଟ ନାରାୟଣ ପାଟଣା ପାଚିଂ ଜଙ୍ଗଲରେ କୁମ୍ବିଂ ବେଳେ ଠାବ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଜିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking