29.1 C
Bhubaneswar
Sunday, May 19, 2024
Homeଓଡିଶାନନ୍ଦନକାନନରେ ମଣିପୁର ହରିଣ ଶାବକ ଜନ୍ମ, ୧୮କୁ ବୃଦ୍ଧି ପାଇଲା ସଂଖ୍ୟା

ନନ୍ଦନକାନନରେ ମଣିପୁର ହରିଣ ଶାବକ ଜନ୍ମ, ୧୮କୁ ବୃଦ୍ଧି ପାଇଲା ସଂଖ୍ୟା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୬ନମ୍ବର ‘ଖ’ଖୁଆଡରେ ଏକ ମଣିପୁର ହରିଣ ଶାବକ ଜନ୍ମ ନେଇଛି । ସକାଳେ ଖୁଆଡ଼ ରକ୍ଷକ ଶାବକଟିକୁ ଦେଖି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷକୁ ସୂଚନା ଦେଇଥିଲେ। ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପହଞ୍ଚି ମା’ ଓ ହରିଣ ଶାବକଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ମା’ ଓ ଶାବକ ଉଭୟ ସୁସ୍ଥ ଥିବା କତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଏହି ଶାବକଟି ଜନ୍ମ ହେବା ଫଳରେ ଏମାନଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬ଟି ଅଣ୍ଡିରା, ୫ଟିମାଈ ରହିଛନ୍ତି । ୭ଟିର ଲିଙ୍ଗ ନିରୁପଣ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking