35.1 C
Bhubaneswar
Thursday, May 7, 2026
Homeଓଡିଶାବଜ୍ରପାତରେ ଶଳା ଭିଣୋଇ ମୃତ

ବଜ୍ରପାତରେ ଶଳା ଭିଣୋଇ ମୃତ

ପାଟଣାଗଡ: ପାଟଣାଗଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବଜ୍ରପାତରେ ଶଳା ଭିଣୋଇଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲାର ପାଟଣାଗଡ ସ୍ଥିତ ବେଲପଡା ଥାନା ଡୁଡୁକାମାଲ ଗାଁରେ ଶଳା ଭିଣୋଇ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଉଭୟ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ । ସେହି ସମୟରେ ବାଟରେ ବଜ୍ରପାତର ଶିକାର ହୋଇଥିଲେ । ଯାହା ଫଳରେ ଉଭୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking