ମାଓବାଦୀ-ପୋଲିସ ଗୁଳିବିନିମୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ମିଳିବା ପରେ SOG ଓ DVF ବାହିନୀ ଗତକାଲି ରାତ୍ରିରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟତେ ଆଜି ସକାଳେ ପୋଲିସକୁ ଦେଖିବା ପରେ ମାଓବାଦୀମନେ ପ୍ରଥମେ ସୁରକ୍ଷାକର୍ମୀଙ୍କୁ ଉପରେ ଗୁଳିଚଳନା କରିଥିଲେ । ଏହାର ପ୍ରତି ଜବାବରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚଳନା କରାଯାଇଥିଲା । ତେବେ ବର୍ତମାନ ସୁଦ୍ଧା କେହି ମୃତା ହତ ହୋଇ ଥିବା ଖବର ମିଳିପାରି ନାହିଁ । ଗୁଳିବିନିମୟ ପରେ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରି ରହିଥିବା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here