42.1 C
Bhubaneswar
Saturday, April 27, 2024
Homeଓଡିଶାଶଙ୍ଖ ଭବନରେ ମକରନ୍ଦ ମୁଦୁଲି

ଶଙ୍ଖ ଭବନରେ ମକରନ୍ଦ ମୁଦୁଲି

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋରସରରେ ହେଉଛି । ଏହାରି ଭିତରେ ଆଜି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳିଛି । ଶ୍ରୀ ମୁଦୁଲି ହେଉଛନ୍ତି ରାୟଗଡ଼ାର ସ୍ୱାଧୀନ ବିଧାୟକ । ଆଜି ସେ ଶଙ୍ଖଭବନରେ ପହଞ୍ଚିଥିବାରୁ ଚର୍ଚ୍ଚା ବଢିବାରେ ଲାଗିଛି । ସମ୍ଭବତଃ ସେ ବିଜେଡିରେ ମିଶିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking