ଭୁବନେଶ୍ୱର : ଓଡିଶାରେ ଏବେ ମାହାଲମାଣ୍ଡାମାନେ ମାତିଛନ୍ତି କହିଲେ ଧର୍ମେନ୍ଦ୍ର । ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ୨୦ ହଜାର ଶିାକ୍ଷକ ନିଯୁକ୍ତିରେ ଏ ମାହାଲମାଣ୍ଡା କେଉଁଠୁ ଆସିଲା । ଇଷ୍ଟଇଣ୍ଡିଆ କଂପାନୀ ପ୍ରତିନିଧିମାନେ ଏହାର କାର୍ପଟଦର ସାଜିଛନ୍ତି । ଆଜି ଓଡିଶାରେ ଏହି ମାହାଲମାଣ୍ଡାମାନେ ମାତିଛନ୍ତି । ଓଡିଶାରେ ଗୋଟିଏ ରାକ୍ଷାସ ମନୋବୃତ୍ତିର ସରକାର ଚାଲିଛି । ଏଠି ଆଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ । ଏଠିକା ସରକାରଙ୍କୁ ସେବା ନୁହେଁ ଭୋଟ ଦରକାର କହିଲେ ଧର୍ମେନ୍ଦ୍ର । ଏ ସରକାରକୁ ବଦଳାଇବାକୁ ପଡିପ ବୋଲି ଆହ୍ୱାନ ଦେଲେ ।