31.1 C
Bhubaneswar
Monday, April 27, 2026
Homeଦେଶ ବିଦେଶୟୁଏଇରେ ଖେଳାଯିବ  ଚାମ୍ପିୟନ୍ସ ଟ୍ରଫି !

ୟୁଏଇରେ ଖେଳାଯିବ  ଚାମ୍ପିୟନ୍ସ ଟ୍ରଫି !

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫିକୁ  ନେଇ  ବଡ ଖବର । ପାକିସ୍ତାନରୁ ସ୍ଥାନାନ୍ତର ହୋଇପାରେ  ଚାମ୍ପିୟନ୍ସ ଟ୍ରଫି । ୟୁଏଇରେ  ଚାମ୍ପିୟନ୍ସ ଟ୍ରଫି ଖେଳାଯିବା ନେଇ   ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା ଚାଲିଛି । ପାକିସ୍ତାନରେ ମ୍ୟାଚ ପାଇଁ  ଷ୍ଟାଡିୟମ ପ୍ରସ୍ତୁତ ହୋଇ ନଥିବାରୁ ଆଶଙ୍କା ବଢିଲା ।  ଫେବ୍ରୁଆରୀ ୧୨ ସୁଦ୍ଧା ସବୁ ଷ୍ଟାଡିୟମ ଆଇସିସିକୁ ହସ୍ତାନ୍ତର କରିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମରେ କାମ ଚାଲିଛି । ସେଥିପାଇଁ ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ପୂର୍ୱରୁ  ହାଇବ୍ରିଡ ମଡେଲ ରେ ମ୍ୟାଚ ଖେଳାଯିବା  ନେଇ ନିଷ୍ପତ୍ତି ହୋଇଥିଲା । ଧାଯ୍ୟ ସମୟରେ ଷ୍ଟାଡିୟମରେ  ପ୍ରସ୍ତୁତ ନହେଲେ  ସବୁ ମ୍ୟାଚ ୟୁଏଇରେ  ମ୍ୟାଚ ହୋଇପାରେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking