କଳିଙ୍ଗନଗରରେ ମାତିଲେ ଲୁଟେରା

ଯାଜପୁର : କଳିଙ୍ଗନଗର ଥାନା ଜିନ୍ଦଲ ପ୍ଲାଣ୍ଟ ନିକଟରେ କେତେକ ଦୁବୁତ ପଥ ଚାରିଙ୍କୁ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ଲୁଟ ଥିବା ଅବସ୍ଥାରେ ସେହି ବାଟ ଦେହି ଯାଉଥିବା ମାନସ ରାଉତଙ୍କୁ ଲୁଟେରାମାନେ ଘେରିଯାଇ ବାଇକ ଛଡ଼ାଇ ନେଇ ଥିଲେ । କ୍ୟାମେରା ମୋବାଇଲ ଛଡାଇବାକୁ ଉଦ୍ୟମ କରିବା ସମୟରେ ସେହି ବାଟ ଦେଇ ଯାଉ ଥିବା ଏକ ବୋଲର ଜୀବନ ବିକଳ ରେ ପଳାଇ ଯାଇଥିଲେ । 3ଜଣ ଯୁବକ ତାଙ୍କୁ ପିଛା କରି ଥିଲେ । ଏ ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି । ଦାନଗଦି ଡ଼ୁବୁରୀ ରାସ୍ତା ଲୁଟାରମାନଙ୍କ ଆତଙ୍କ ଖେଲାଇଛି ସାଧାରଣ ଲୋକମାନେ ଭୟବିତ ଅବସ୍ଥାରେ ଯିବାଆସିବା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here