Homeଓଡିଶାକେନ୍ଦ୍ରକୁ ଯିବେ ଲୋହାନୀ ଓଡିଶାରାଜନୀତି କେନ୍ଦ୍ରକୁ ଯିବେ ଲୋହାନୀ By Ona Khabara 26/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: କେନ୍ଦ୍ରୀୟ ଡ଼େପୁଟେସନରେ ଯିବେ ସୁଶୀଲ ଲୋହାନୀ । ୧୯୯୫ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ସୁଶୀଲ ଲୋହାନୀ । କେନ୍ଦ୍ର ପଂଚାୟତିରାଜ ମନ୍ତ୍ରାଳୟ ଅତିରିକ୍ତ ସଚିବ ଭାବେ ନିଯୁକ୍ତି । ଲୋହାନୀ ଏବେ ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଛନ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍ଇ ଆୟୋଜିତNext articleଏ ସରକାର ଆପଣ ମାନଙ୍କର, ଆପଣଙ୍କ ସେବା ଓ ସହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ – ମୁଖ୍ୟମନ୍ତ୍ରୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ” ସାର୍ଟିଫିକେଟ୍ ଓଡିଶା ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ : ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟବାସୀ ଯୋଗ... ଦେଶ ବିଦେଶ ବଲୋଚିସ୍ତାନରେ ସଶସ୍ତ୍ର ମହିଳା କମାଣ୍ଡୋଙ୍କ ଆକ୍ରମଣ: ପାକିସ୍ତାନୀ ସେନାର ୯ ଯବାନ ନିହତ ଓଡିଶା ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ନଦୀ ପ୍ରବାହିତ