27.1 C
Bhubaneswar
Thursday, May 8, 2025
Homeଓଡିଶାଓଲିଉଡ କଳି ; ମନୋଜ ଫୋନ୍ ଉଠେଇଲେନି : କୁନା

ଓଲିଉଡ କଳି ; ମନୋଜ ଫୋନ୍ ଉଠେଇଲେନି : କୁନା

ଭୁବନେଶ୍ୱର : ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ । ବୈଠକ ପରେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା । ଆଲେଚନା ପାଇଁ ଡାକିଥିଲି ; ଅରିନ୍ଦମ,ଶ୍ରୀତମ , ଟୁଟୁ ନାୟକ ଆସିଥିଲେ । ମନେଜଙ୍କୁ ବାରମ୍ବାର ଫୋନ କଲେ ବି ସେ ଫୋନ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ , ଏ ଘଟଣା ଆଉ ଆଗକୁ ନବଢୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking