28.1 C
Bhubaneswar
Sunday, April 28, 2024
Homeଓଡିଶାଓଲିଉଡ କଳି ; ତୁରନ୍ତ ବ୍ୟାନ୍ ପ୍ରତ୍ୟାହାର ହେଉ : ସାଲୁଜା

ଓଲିଉଡ କଳି ; ତୁରନ୍ତ ବ୍ୟାନ୍ ପ୍ରତ୍ୟାହାର ହେଉ : ସାଲୁଜା

ଭୁବନେଶ୍ୱର  : ମନୋଜ ମିଶ୍ରଙ୍କୁ ପଶ୍ଚିମ ଓଡିଶା ନେତାଙ୍କ ସମର୍ଥନ । ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ୍ ପ୍ରତ୍ୟାହାର ଦାବି କଲେ ସାଲୁଜା । ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବକୁ ନିନ୍ଦା କରୁଛୁ । ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି କହିଲେ ସାଲୁଜା । ମହାକୋଶଳ ବନ୍ଦ ଡାକରାକୁ ସମର୍ଥନ କଲେ ମୁକେଶ ମହାଲିଙ୍ଗ । ଏହି ଇସୁ୍ୟରେ ଆମେ ପଶ୍ଚିମ ଓଡିଶା ସହିତ ଅଛୁ । ବିବାଦକୁ ଦୁର୍ଭାଗ୍ୟଜନକ କହିଲେ ସାଂସଦ ସଙ୍ଗୀତା ସିଂହଦେଓ ।

ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking