ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ବେଳେ ସିଂହ ମୂର୍ତ୍ତି ଉଦ୍ଧାର ଘଟଣା । ଘଟଣା ସ୍ଥଳ ପରିଦର୍ଶନ ପରେ ଏଏସଆଇ ଅଧିକ୍ଷକ ଙ୍କ ଗୁରୁତ୍ୱପୁର୍ଣ୍ଣ ସୂଚନା । ଉଦ୍ଧାର ସିଂହ ମୂର୍ତ୍ତି ଟି ଗଙ୍ଗ ରାଜତ୍ୱ ସମୟର ହୋଇଥାଇପାରେ । ସାମ୍ପଲ ସଂଗ୍ରହ କରାଯାଇଛି, ଅଧିକ ପରୀକ୍ଷା ପରେ ଏହା ସ୍ପଷ୍ଟ ହେବ । ଏଥିପାଇଁ ଅଧିକ ତଦନ୍ତ କରିବାକୁ ପଡିବ ବୋଲି କହିଲେ ଅଧିକ୍ଷକ । ସିଂହମୂର୍ତ୍ତି ମିଳିବା ପରେ ଅନୁଧ୍ୟାନ ପାଇଁ ଓବିସିସି କହିଥିଲା ।