29.1 C
Bhubaneswar
Saturday, July 27, 2024
Homeଅପରାଧ୩ ଦୁଷ୍କର୍ମୀଙ୍କୁ ଆଜୀବନ ଦଣ୍ଡାଦେଶ

୩ ଦୁଷ୍କର୍ମୀଙ୍କୁ ଆଜୀବନ ଦଣ୍ଡାଦେଶ

କେନ୍ଦୁଝର: ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଏଡିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଦୋଷୀ ରଞ୍ଜିତ ମହାନ୍ତି, ରବୀନ୍ଦ୍ର ନାୟକ, ସୁନୀଲ ବେହେରାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିବା ସୂଚନା ରହିଛି । ୨୦୨୨ ପାଟଣା ଥାନା ଅଂଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିଲା । ପୀଡିତାକୁ ୭.୫ ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking