ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

ପୁରୀ : ଗତକାଲିଠାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଲେଜର୍ ସ୍କାନିଂ । ଆଜି ଉତ୍ତରପଟ ଲେଜର ସ୍କାନିଂ କରାଯାଉଛି  । ଦକ୍ଷିଣ ପାର୍ଶ୍ବ କାନ୍ଥର ମଧ୍ୟ ଅନୁଧ୍ୟାନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।ଏଥିଲାଗି ପୁରୀରେ ୭ ଜଣିଆ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ଯ, ପରିଚାଳନା କମିଟି ସଦସ୍ୟ ଓ ଏଏସଆର ୧୫ଜଣିଆ ଟିମ୍  ଲେଜର ସ୍କାନିଂ ସମୟରେ ଉପସ୍ଥିତ ରହିଛନ୍ତି … Continue reading ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ