35.1 C
Bhubaneswar
Saturday, May 4, 2024
Homeଓଡିଶାସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟରେ ପ୍ରବଳ ଶୀତର ଲହରି ମାଡ଼ି ଆସୁଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୀତ ଲହରିକୁ ଦୃଷ୍ଟିରେ ରଖି ସବୁ ପ୍ରକାର ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କହିଛନ୍ତି । ସବୁ ବ୍ଲକ, ତହସିଲ ଓ ଗ୍ରାମପଞ୍ଚାୟତକୁ ସତର୍କ ରହିବା ପାଇଁ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ଏକତ୍ରିତ ରହିବାକୁ କୁହାଯାଇଛି । ଯେଉଁ ମାନେ ଗରିବ ଓ ସ୍ପର୍ଶକାତର ଅଂଚଳରେ ସବୁ ରହିଛନ୍ତି ସେମାନେଙ୍କୁ ସହାୟତା ଦେବାକୁ କୁହାଯାଇଛି । ଯେଉଁମାନେ ଚାହିଁବେ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ, ସରକାରୀ ଗୃହ ଯୋଗାଇ ଦେବା ପାଇଁ କୁହାଯାଇଛି ।
https://onakhabar.com/2019/12/28/heavy-cold-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking