29.1 C
Bhubaneswar
Thursday, May 9, 2024
Homeଇଣ୍ଡିଆନ୍ ସୁପରଲିଗ୍ -୨୦୨୩ଆସନ୍ତୁ ଜାଣିବା ଇଣ୍ଡିଆନ ସୁପର ଲିଗ୍ ବିଜେତାଙ୍କ ତାଲିକା

ଆସନ୍ତୁ ଜାଣିବା ଇଣ୍ଡିଆନ ସୁପର ଲିଗ୍ ବିଜେତାଙ୍କ ତାଲିକା

ଭୁବନେଶ୍ୱର : ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚଳିତ ସେପ୍ଟମ୍ବର ମାସ ୨୧ ତାରିଖରୁ କୋଚି ର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବ | ଏହା ହେଉଛି ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ର ଦଶମ ସଂସ୍କରଣ । ଏହି ଲିଗର ପ୍ରଥମ ମ୍ୟାଚରେ ମୁଁହାମୁଁହି ହେବେ କେରଳ ବ୍ଲାଷ୍ଟର ଓ ବେଙ୍ଗାଲୁରୁ ଏଫସି ତେବେ ପୂର୍ବରୁ ଏହି ଖେଳର ବିଜେତାଙ୍କ ମଧ୍ୟରେ ରହିଛିନ୍ତି,
-୨୦୧୪ ଇଣ୍ଡିଆନ୍ ସୁପର ଲିଗର ବିଜେତା ହୋଇଥିଲେ ଆଟଲାଟିକୋ ଦେ କୋଲକତା
-୨୦୧୫ ଇଣ୍ଡିଆନ୍ ସୁପର ଲିଗର ବିଜେତା ହୋଇଥିଲେ ଚେନ୍ନାୟିନୀ ଏଫସି।
-୨୦୧୬ ଇଣ୍ଡିଆନ୍ ସୁପର ଲିଗର ପୁଣି ବିଜେତା ହୋଇଥିଲେ ଆଟଲାଟିକୋ ଦେ କୋଲକତା ।
-୨୦୧୭-୧୮ ଇଣ୍ଡିଆନ୍ ସୁପର ଲିଗର ପୁଣି ବିଜେତା ହୋଇଥିଲେ ଚେନ୍ନାୟିନୀ ଏଫସି।
-୨୦୧୮-୧୯ ଇଣ୍ଡିଆନ୍ ସୁପର ଲିଗର ପୁଣି ବିଜେତା ହୋଇଥିଲେ ବେଙ୍ଗାଲୁରୁ ଏଫସି।
-୨୦୧୯-୨୦ ଇଣ୍ଡିଆନ୍ ସୁପର ଲିଗର ପୁଣି ବିଜେତା ହୋଇଥିଲେ ଏଟିକେ।
-୨୦୨୦-୨୧ ଇଣ୍ଡିଆନ୍ ସୁପର ଲିଗର ପୁଣି ବିଜେତା ହୋଇଥିଲେ ମୁମ୍ବାଇ ସିଟି ଏଫସି।
-୨୦୨୧-୨୨ ଇଣ୍ଡିଆନ୍ ସୁପର ଲିଗର ବିଜେତା ହୋଇଥିଲେ ହାଇଦ୍ରାବାଦ ଏଫସି |
-୨୦୨୨-୨୩ ଇଣ୍ଡିଆନ୍ ସୁପର ଲିଗର ବିଜେତା ହୋଇଥିଲେ ଏଟିକେ ମୋହନ ବାଗନ୍ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking