32.1 C
Bhubaneswar
Saturday, June 1, 2024
Homeଓଡିଶାରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପକ୍ଷରୁ ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଗର୍ଭବତୀ ମହିଳାଙ୍କ ଶରୀରରେ ରୁବେଲା ଭାଇରସର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରୁବେଲା ଭାଇରସର ପରୀକ୍ଷା କରନ୍ତୁ । ଗର୍ଭବତୀ ମହିଳାମାନେ ରୁବେଲାରେ ସଂକ୍ରମଣ ହୋଇ ଅବହେଳା କରନ୍ତି ତେବେ ସେହି ରୋଗ ତାଙ୍କ ଗର୍ଭରୁ ଜନ୍ମିତ ଶିଶୁ ଠାରେ ପରିଲକ୍ଷିତ ହେବ । ସେଥିପାଇଁ ରୁବେଲା ଭାଇରସ୍‌ ଠାରୁ ଦୁରେଇ ରହି ନିଜର ଯତ୍ନ ନେବା ପାଇଁ ଗର୍ଭବତୀ ମହିଳାଙ୍କୁ ସତର୍କ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking