31.1 C
Bhubaneswar
Monday, September 28, 2026
Homeଓଡିଶାନିର୍ଭୟା ଭଳି ଆଇନ ହେଉ: ଏବିଭିପି

ନିର୍ଭୟା ଭଳି ଆଇନ ହେଉ: ଏବିଭିପି

ବାଲେଶ୍ୱର: ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଲା ଏବିଭିପି । କଂଗ୍ରେସର ଏନଏସୟୁଆଇ ଓ ବିସିଜେଡିକୁ ଦାୟୀ କଲା ଏବିଭିପି। ଫଟୋ ଓ ଦସ୍ତଖତ ଦେଖାଇ ଟାର୍ଗେଟ୍‌ କଲେ ସା. ସମ୍ପାଦିକା ଦିପ୍ତିମୟୀ। କହିଲେ ଅଭିଯୁକ୍ତ ଏଚଓଡିଙ୍କ ସପକ୍ଷରେ ଦସ୍ତଖତ ସଂଗ୍ରହ କରୁଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଦିଲ୍ଲୀ ନିର୍ଭୟା ଆଇନ ଭଳି ଓଡ଼ିଶାରେ ଆଇନ ପ୍ରଣୟନ ହେଉ। ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ତଦନ୍ତ ହେଉ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking