39.4 C
Bhubaneswar
Thursday, May 15, 2025
Homeଦେଶ ବିଦେଶଆଙ୍ଗୁଳିର ଲମ୍ବା ମଧ୍ୟରେ ରହିଛି ସଂଯୋଗ ..ରିସର୍ଚ୍ଚରୁ ଆସିଲା ବଡ ଖୁଲାସା

ଆଙ୍ଗୁଳିର ଲମ୍ବା ମଧ୍ୟରେ ରହିଛି ସଂଯୋଗ ..ରିସର୍ଚ୍ଚରୁ ଆସିଲା ବଡ ଖୁଲାସା

ନୂଆଦିଲ୍ଲୀ : ଅର୍କାଇଭ ଅଫ ସେକ୍ସୁଲ ବିହେଭିୟରର କେ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଆଙ୍ଗୁଠି କୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ।ଏହି ରିପୋର୍ଟରେ କୁହାଯାଇଛି କି ମହିଳାଙ୍କ ଆଙ୍ଗୁଠି ସେମାନଙ୍କର ସେକ୍ସୁଆଲିଟି ସମ୍ପର୍କରେ ତଥ୍ୟ ଦେଇଥାଏ ।ଏହି ରିପୋର୍ଟ ରେ କୁହାଯାଇଛି କି , ଯଦି କୈାଣସି ମହିଳାଙ୍କର ରିଙ୍ଗ ଫିଙ୍ଗର ଏବଂ ତର୍ଜନୀର ଆଙ୍ଗୁଠି ମଧ୍ୟରେ ଅନ୍ତର ଥାଏ ତେବେ ସେମାନେ ସମଲିଙ୍ଗୀ ହେବାର ସମ୍ଭାବନା ଥାଏ । ତେବେ ରିପୋର୍ଟ ଅନୁଯାୟୀ , ଏହି ରିସର୍ଚ୍ଚ ପାଇଁ କିଛି ଯାଆଁଳା ମହିଳାଙ୍କ ଆଙ୍ଗୁଳିର ୧୮ଟି ଯୋଡି କୁ ଯାଂଚ କରାଯାଇଥିଲା ଯେଉଁଥିରେ ଜଣେ ଲସେବିଆନ ଥିଲେ ଏବଂ ଅନ୍ୟ ଜଣେ କମ ଥିଲେ । ରିସର୍ଚ୍ଚ ଅନୁଯାୟୀ , ଯେଉଁ ମହିଳା ଲେସବିଆନ ଥିଲେ ତାଙ୍କର ଆଙ୍ଗୁଳି ମଧ୍ୟରେ ଅନ୍ତର ରହିଥିଲା । ତେବେ ରିପୋର୍ଟ ଅନୁଯାୟୀ , ଏସେସେକ୍ସ ୟୁନିଭରସିଟିର ଅଧିକାରୀ ମାନଙ୍କର କହିବା ଅନୁଯାୟୀ ,ମହିଳାଙ୍କ ଶରୀରରେ ଏପରି ପରିବର୍ତ୍ତନ ହେବାର କାରଣ ଗର୍ଭର ଟେଷ୍ଟୋଷ୍ଟୋରେନ । ହେି ପ୍ରକ୍ରିୟା ପୁରୁଷ ଙ୍କ ଉପରେ ପ୍ରୟୋଗ କରାଯାଇଥିଲା , କିନ୍ତୁ ଏପରି କୈାଣସି ତଥ୍ୟ ସାମ୍ନାକୁ ଆସିଲା ନାହିଁ । ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ସାଧାରଣଃ ମହିଳା ମାନଙ୍କର ତର୍ଜନୀ ଏବଂ ଅନମିକା ଆଙ୍ଗୁଳି ର ଲମ୍ବ ସମାନ ହୋଇଥାଏ କିନ୍ତୁ ପୁରୁଷ ମାନଙ୍କ କ୍ଷେତ୍ରରେ ତର୍ଜନୀ ଏବଂ ଅନାମିକା ଆଙ୍ଗୁଠି ମଧ୍ୟରେ ଅନ୍ତର ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking