29.1 C
Bhubaneswar
Monday, June 16, 2025
Homeଓଡିଶା୫୦% ବାଦ୍ ଦିବ୍ୟାଙ୍ଗ, ଅନ୍ୟାନ୍ୟ ବର୍ଗ: ସୂର୍ଯ୍ୟବଂଶୀ

୫୦% ବାଦ୍ ଦିବ୍ୟାଙ୍ଗ, ଅନ୍ୟାନ୍ୟ ବର୍ଗ: ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଅନଗ୍ରସର ପାଇଁ ସଂରକ୍ଷଣ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । କାଲିର କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଦ୍ୱନ୍ଦ୍ୱ ଦୂର କଲେ । କହିଛନ୍ତି, ଜାତିଭିତ୍ତିକ  ସଂରକ୍ଷଣ ୫୦ ପ୍ରତିଶତ ଟପିବନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।  ଏଥିପାଇଁ ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫ ପ୍ରତିଶତ ସଂରକ୍ଷଣ କଲୁ । ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮. ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସଂରକ୍ଷଣ ୧୧.୨୫ % ମିଶିଲେ ଏହା ୫୦%   ସମିତ ରହିଛି । ଦିବ୍ୟାଙ୍ଗଙ୍କ ୬% ଓ ପୂର୍ୱତନ ସେନାନୀଙ୍କ ପରିବାରକୁ ୧% ସଂରକ୍ଷଣ ଅଲଗା । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking