29.1 C
Bhubaneswar
Thursday, April 24, 2025
Homeଓଡିଶାଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ବିଜେଡିର ଚେତାବନୀ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ବିଜେଡିର ଚେତାବନୀ

ଭୁବନେଶ୍ୱର : ଆଇନ ଶୃଙ୍ଖଳା ବିପଯ୍ୟସ୍ତ ନେଇରାସ୍ତାକୁ ଓହ୍ଲାଇଭ ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଚେତାବନୀ ଦେଇଛନ୍ତି । କହିଛନ୍ତି ଭଦ୍ରକ ପରି ଜାଗାରେ ଫତୁଆ ଜାରି କରୁଛନ୍ତି ସରକାର । ହୋଲିରେ ୬ ଜଣଙ୍କ ହତ୍ୟା , ଏହା ଏକ ଐତିହାସିକ ଘଟଣା । ପୋଲିସକୁ ଭୟ ନାହିଁ , ୮ ମାସରେ କ୍ରାଇମ କ୍ୟାପିଟାଲ । ଏମିତି ଚାସିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking