19.1 C
Bhubaneswar
Friday, November 22, 2024
Homeଓଡିଶାଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡିତ – ରାଷ୍ଟ୍ରପତି

ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡିତ – ରାଷ୍ଟ୍ରପତି

ଭୁନେଶ୍ୱର : ଜୟଦେବ ବନରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ଅଭିଭାଷଣ ।ଓଡିଆରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ ଅବସରରେ ବକ୍ତବ୍ୟ । ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ମାତୃ ଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ । ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ତ୍ୱ ଦେଉଥିବା ସ୍ପଷ୍ଟ । ମାତୃଭାଷାରେ ପଢୁଥିବା ଶିଶୁର ବୈାଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ରାଷ୍ଟ୍ରପତି କହିଛନ୍ତି । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା । ଶିକ୍ଷା ଭଳି ମୈାଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନ ହେବେ ଦେଖିବା । ଓଡିଆରେ ବୈଷୟିକ ଶିକ୍ଷାଦାନରେ ଅସୁବିଧା ହେବନି ବୋଲି ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking