34.4 C
Bhubaneswar
Thursday, July 2, 2026
Homeଓଡିଶାଲଗାତାର ବର୍ଷାରେ ଲମତାପୁଟ ଅସ୍ତବ୍ୟସ୍ତ

ଲଗାତାର ବର୍ଷାରେ ଲମତାପୁଟ ଅସ୍ତବ୍ୟସ୍ତ

ଲମତାପୁଟ: ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ସୃଷ୍ଟି ହୋଇଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ବଙ୍କା ହୋଇଯାଇଥିବାରୁ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି । ଲଗାତାର ବର୍ଷାର ପ୍ରଭାବରେ ଯୋଗୁ ଅନକାଡେଲି  DAV ସ୍କୁଲ ରାସ୍ତା ଉପରେ ଗଛ ଭାଙ୍ଗିଯାଇଛି ।ଫଳରେ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତା ଅବରୋଧ ଯୋଗୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ତାସହ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ବଙ୍କା ହୋଇଯାଇଛି,ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ସ୍ଥାନୀୟ ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking