32.1 C
Bhubaneswar
Monday, May 20, 2024
Homeଓଡିଶାକୋର୍ଟରେ ପହଁଚିଲେ ଅର୍ଚ୍ଚନା

କୋର୍ଟରେ ପହଁଚିଲେ ଅର୍ଚ୍ଚନା

ଭୁବନେଶ୍ୱର : ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ପହଁଚିଲେ ଅର୍ଚ୍ଚନା ନାଗ । ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲିଂ ମାମଲାରେ ହାଜର । ଅର୍ଚ୍ଚନାଙ୍କୁ ଜେଲରୁ ସିଧା ଏସଡିଜେଏମ କୋର୍ଟ କୁ ନିଆଯାଇଛି । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି କୋର୍ଟରେ ହାଜର । ସୁରକ୍ଷା ଦୃଷ୍ଟିରୁ ବାହାରେ ପୁଲିସ ଛାଉଣୀ । ଗିରଫ ହେବା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ଅର୍ଚ୍ଚନା । ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ରହିଛନ୍ତି । ଗତ ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ଗିରଫ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking