26.1 C
Bhubaneswar
Sunday, March 23, 2025
Homeଓଡିଶାଗୋଲାପ ଜଳର ଫାଇଦା ଜାଣନ୍ତୁ..

ଗୋଲାପ ଜଳର ଫାଇଦା ଜାଣନ୍ତୁ..

ଭୁବନେଶ୍ୱର : ଗୋଲାପ ଫୁଲ କେବଳ ସୁଗନ୍ଧ  ଏବଂ ସାଜସଜ୍ଜା ପାଇଁ ନୁହେଁ ।  ଏହା ସ୍କିନ କେୟାର ପାଇଁ ମଧ୍ୟ  ଭଲ କାମ କରେ ।  ଏହାକୁ ଖାଦ୍ୟରେ ଏବଂ ପାନୀୟରେ ବ୍ୟବହାର କରାଯାଇଥାଏ ।  ଗୋଲାପ ପତ୍ରରେ ଭିଟାମିନ ଏ, ସି, ଆଇରନ ଏବଂ କ୍ୟାଲସିୟମ ରହିଛି ।  ଏହା ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି ।  ଏହାର ପାଣି ପିଇବା ଦ୍ୱାରା  ସ୍ୱାସ୍ଥ୍ୟ ଭଲ ରହିବ ।  ଏହି ଜଳ ତ୍ୱଚାକୁ ଯୁବ ଭଳି ରଖେ ।  ଯେଉଁମାନେ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ଭୋଗୁଛନ୍ତି ସେମାନେ ଏହି ପାଣି ପିଇପାରିବେ ।  ଗୋଲାପ ପତ୍ର ପାଣି ଶରୀରକୁ ହାଇଡ୍ରେଟ ରଖେ ।  ଏହି ଜଳ ଆଖି ପାଇଁ ଲାଭ ଦାୟକ ଅଟେ ।  ଆଖୁକୁ ସଫା ଏବଂ ସୁସ୍ଥ ରଖେ । ବ୍ରଣ ସମସ୍ୟା ଥିଲେ ଏହା ଦୂର କରିବାରେ ସାହାଯ୍ୟ କରେ ।  ଏଥିରେ ଆଣ୍ଟି ବ୍ୟାକ୍‌ଚରେିଆଲ ଗୁଣ ରହିଛି  ଯାହା ବ୍ରଣ କମାଇବାରେ ସାହାଯ୍ୟ କରେ । ଏହା ସହିତ କେଶକୁ ମଜଭୁତ ରଖିବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking