28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରାଜଧାନୀରେ ବନ୍ଧୁକ ମୁନରେ ଅପହରଣ

ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ

ଭୁବନେଶ୍ୱର : ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ରାଜଧାନୀ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରାଯାଇଛି । ୩ଜଣ ଦୁର୍ବତ୍ତ ଏକ କାର୍‌ରେ ଅପହରଣ କରିନେଇଥିବା ସୂଚନା ମିଳିଛି । ସିସିଟିଭି ଫୁଟେଜ୍‌ରେ ଅପହରଣ ବେଳର ଦୃଶ୍ୟ ରେକର୍ଡ ହୋଇଛି । ଅପହରଣ କାରଣ ଅସ୍ପଷ୍ଟ ରହିଛି । ଏୟାରଫିଲ୍ଡ ଥାନା ପୁଲିସର ଛାନଭିନ୍ ଆରମ୍ଭ ହୋଇଛି । ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ୧୧ଟି ଜିଲ୍ଲାରେ ୨ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସବୁଠି ପୁଲିସ ଛାଉଣି ହୋଇଛି । ଦୁର୍ବତ୍ତମାନେ କେମିତି ଆସିଲେ ଓ ଅପହରଣ କରି ନେଲେ ଏ ନେଇ ବହୁତ ପ୍ରଶ୍ନ ଉଠୁଛି।
https://onakhabar.com/2020/06/07/second-day-shut-down-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking