32.1 C
Bhubaneswar
Sunday, May 12, 2024
Homeବ୍ରେକୀଙ୍ଗକାଶ୍ମୀରରେ ଭୟାନକ ବିସ୍ଫୋରଣ: ଜଣେ ମୃତ, ୭ ଆହତ

କାଶ୍ମୀରରେ ଭୟାନକ ବିସ୍ଫୋରଣ: ଜଣେ ମୃତ, ୭ ଆହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ଉଧମପୁର କୋର୍ଟ ପରିସର ବାହାରେ ବିସ୍ଫୋରଣ । ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ପ୍ରାୟ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସମସ୍ତ ଆହଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ଏକ ଆତଙ୍କୀ ହାମଲା ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ସ୍ଥାନୀୟ ଏସ.ଏସ.ପି ବିନୋଦ କୁମାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking