ଝାରସୁଗୁଡା : ଝାରସୁଗୁଡା ଘଟଣା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କଲେ ବିଜେଡି ସୁପ୍ରିମୋ । ଟିମରେ ଅଛନ୍ତି ଜଣିଆ ସଦସ୍ୟ । ବିଜେଡିର ସାତ ଜଣ ସଦସ୍ୟ ଝାରସୁଗୁଡା ଯିବେ । ଘଟଣା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ ।