26.1 C
Bhubaneswar
Friday, July 4, 2025
Homeଓଡିଶାପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଜେଇଇ ଆଡଭାନ୍ସ ୨୦୨୦ ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ପରିକ୍ଷାରେ ସମୁଦାୟ ୧,୫୦,୮୩୮ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ପେପର ୧ ଓ ୨ରେ ୪୩, ୨୦୪ ପରୀକ୍ଷାର୍ଥର ଉତ୍ତୀର୍ଣ୍ଣ କରିଛନ୍ତି ।

ମୋଟ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୬,୭୦୭ ଜଣ ମହିଳା ଅଟନ୍ତି। ତେବେ ଆମ ରାଜ୍ୟ ଓଡିଶାରେ ୭୩ତମ ର‌୍ୟାଙ୍କ ସହ ଦେବାଶିଷ ରାଉତ ଟପ୍ପର ହୋଇଛନ୍ତି । ଜେଇର ରେଜଲ୍ଟ result.jeedv.ac.in ରେ ଉପଲବ୍ଧ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking